ସକାଳୁ ଉଠି At Every Morning After Rising
G
0
Altın Yaprak
ସକାଳୁ ଉଠି
ଦେଖ କଣ ସବୁ ପାପୁଲିରେ।
ସକାଳୁ ଉଠି
ଦର୍ପଣରେ ଦେଖ
ପହିଲେ ନିଜ ମୁହଁ।
ସକାଳୁ ଉଠି
ଦାନ୍ତ ପାଟି ସଫା କଲାପରେ
ପିଉଛ ତ ପିଅ ଚା କି କଫି।
English;
After rising
At every morning
See your own palm.
At every morning
Look yourself up
In the mirror.
At every morning
Brush your teeth
And mouth and take
If you want
Tea or coffee.
Bu şiiri puanla
Henüz puan verilmemiş