ଅନ୍ଧଠୁ ଆଶାexpectation From Blind
G
0
Altın Yaprak
ଅନ୍ଧଠୁ ନ୍ୟାୟ ଆଶା କରିବା ବୃଥା।
ପଟି ବନ୍ଧା କୃତ୍ରିମ ଅନ୍ଧ ଆହୁରି ମାରାତ୍ମକ।
ସତ୍ୟ ଓ ନ୍ୟାୟ ନୁହଁ ବରଂ
ଅସତ୍ୟ ଅନ୍ୟାୟ ଓ ମାୟା କୁହେଳିକା ପ୍ରତୀକ।
Bu şiiri puanla
Henüz puan verilmemiş