ଢଁକନ୍ Cap
G
0
Altın Yaprak
ଢଁକନ୍ ନେଇଁ ନ କେଁ?
ନେଇଁ ନ ତ ନେଇଁ ନ
ହେଥିରକାଜେ ଆମର ଭିତରେ
ମାଡଧର୍ ହେବାରଟା
ନେଇଁ ସେ ଠିକ୍।
ହେ ଜେନମାନେ ଇନେ
ଏତକିସେତକି କହୁଛନ୍
କି କରୁଛନ୍ ମାପୁଛନ୍
ଆରୁ କାଣା କାଣା
ହେ ସବୁକେ ନିଘା
ନେଇଁ କରବାରଟା ବନେ।
ଉଡୁ କି ପୁଡୁ
ସଁକଲି ଆନବାରଟା
ମୂଲ୍ ଆଏ ଇନେ।
Bu şiiri puanla
Henüz puan verilmemiş