ତଥାପି କହୁଛି Still Saying
G
0
Altın Yaprak
ମୁଁ ମତେ ହିଁ
କରୁଛି ଅନୁସରଣ।
ଜାଣେ, ମୁଁ
ମୋର ନୁହଁ।
ତଥାପି ଏଠି
ସାରୁଛି ଦିନ।
ତଥାପି କହୁଛି
ଜିତୁଛି ଜୀବନ।
English rendering;
I am following me,
I know, I am not mine.
Still, I am spending the day,
Still, I am saying
I am winning life.
Bu şiiri puanla
Henüz puan verilmemiş