ଅତିବଡି ଜଗନ୍ନାଥ ଦାସ - କାର୍ଯ୍ୟକାରଣ Cause Effect
G
0
Altın Yaprak
କଥାରେ ଅନୁଭବ ନାହିଁ,
ସ୍ୱପନ ଦେଖିବ ତ କାହିଁ-ଅତିବଡି ଜଗନ୍ନାଥ ଦାସ।
ଦେଖ, ଶୁଣ,
କର ଅନୁଭବ କାର୍ଯ୍ୟକାରଣ।
ତୁମ ଜୀବନ ତୁମଠି।
ସନ୍ଦେହ ନାହିଁ ସବୁକୁ ନେଇ
ତୁମେ ଏଠି।
ଥୟ କର ଚିତ୍ତ,
ଦେଖ ନିଜ ଶକ୍ତି
ଆଉ ରହ ତୃପ୍ତ।
ଜଗତ ହିତ ପାଇଁ
ତୁମେ ଜୀବିତ।
Bu şiiri puanla
Henüz puan verilmemiş