ଅଦ୍ଭୁତ ଏ ସମୟ Wonderful This Time
G
0
Altın Yaprak
ଦେଖଇ ସତ୍ୟପ୍ରାୟେ ତାହା,
ନିଦ୍ରାର ଅନ୍ତେ ହୋଏ ମାୟା 7/2-ଅତିବଡି ଜଗନ୍ନାଥ ଦାସ।
ସତ୍ୟ ହେଉଛି ସମୟ,
ଆଉ ସମୟର ଗତି ଜଣା ନାହିଁ କାହାକୁ।
ତୁମର କାନ୍ଦ ତୁମର ହସ ତୁମର ନାଚ
ତୁମର ଚାଲି କିଛି ନୁହଁ ତୁମରି।
ତୁମର ଆସିବା ଯିବା ରହିବା
ଠିକଠିକଣା ନାହିଁ କିଛି ।
ଅଦ୍ଭୁତ ଏ ସମୟ
ତୁମକୁ ରଖି ପୁଣି ଯାଉଛି
ତୁମଠୁ ବାହାରି।
ସବୁଠି ଥାଇ କୋଉଠି ନାହିଁ।
Bu şiiri puanla
Henüz puan verilmemiş