ଜାନିଛ ଭାଏଲ Do You Know
G
0
Altın Yaprak
କାନ୍ଦୁଲ ବାଏର,
ଜାନିଛ ଭାଏଲ
କାଣା ହଉଛେ
ହେତାର ଭିତରେ।
ନେଇଁ ଜାନି ତ
ନେଇଁ ପଚରଉଛ
କାଁଜେ ।
ଗଁଡପତରିଆ ଭାଲୁ
କହେମି କହେମି ହଉଛେ
ହେତକି ବେଲୁ।
ରହ, ଟିକେ ଟାକ।
ଜେନ ଶବଦ ଆଇଛେ
ହେଟାକେ ଫୋଲୋ କର।
କେତେବେଲେ କେନ
ପଁହଚିଲ ରିପୋର୍ଟ କରୁଥିବ,
ଅଲଝଟ ନେଇଁ ଧରବା
ଜେନ୍ତା ଆରୁ।
Bu şiiri puanla
Henüz puan verilmemiş