ମାଟି Earth
G
0
Altın Yaprak
ସମୁଦ୍ର କାହିଁ?
କଣ ହେବ ବି ସମୁଦ୍ର?
ଅଛି ବହୁତ କିଛି ମିଳିବାର
ଯଦିଓ ସମୁଦ୍ରରୁ।
ଅବଶ୍ୟ,
ମୁଁ ଆକାଶ,
ଆକାଶରେ ରହିବାବାଲା।
ବିନା ସମୁଦ୍ରରେ
ଆକାଶର କି ମୂଲ୍ୟ!
ଆକାଶ ଆଉ
ସମୁଦ୍ର ମଝିରେ ଅଛି ଯିଏ
ପଚରାଯାଉ କେତେ କଣ
ରଖିଛି କେମିତି ଏ ଯାଏ।
Bu şiiri puanla
Henüz puan verilmemiş