ମାଛ ସବୁ All Fish
G
0
Altın Yaprak
ଫେଣ ଯାଉଛି ବାହାରି,
ସତ୍ୟ ଉଖାରି
ଲେଖି ଦେଲାବେଳକୁ
କବିତାରେ,
ଶତ୍ରୁର।
ବାରମ୍ଵାର ହେଉଛି ବି କୁହା,
ନାଇଁ ଶତ୍ରୁ କେହି,
ଦିହକୁ ନିଅ ନି।
ଉତ୍ତର ଶୁଭୁଛି,
ଆମେ କଣ ମୂର୍ଖ,
ପାରୁ ନୁ ବୁଝି।
ଆରେ ହେ,
ମଧୁର ତୁମେ
ମିତ୍ର ତୁମେ,
କିଏ ଶୁଣୁଛି?
କବିତାର
ଶତ୍ରୁ ମିତ୍ର
ଆସିଲା କୁଆଡୁ?
ଦେଖିଲାବେଳକୁ
ମାଛ ସବୁ
ଲଟକି ଗଦା ସବୁ
ଏତିକି ଏଠି
Bu şiiri puanla
Henüz puan verilmemiş