ସଖୀ-08 (Sakhi_08 /Odia Poem
S
0
Altın Yaprak
ଯେଉଁ ଦୁନିଆ ର
ମାଟି ଗଢା ତୁମ
ଗନ୍ଧ ଭିଜା ଧୂଳି ଧୂଳି,
ମଶାଣୀ ଶେଯ କୁ
ଶେଷ ଯାତ୍ରା ବେଳେ
ଶୋଇବି ମଥା ରେ ବୋଳି ।।
Bu şiiri puanla
Henüz puan verilmemiş