ଅନୁଭବ କର ଜୀବନ Feel Life
G
0
Altın Yaprak
ବିନା କାରଣରେ
ହୁଏ ନି କିଛି କୋଉଠି
ବିନା କାରଣରେ
ପାଖକୁ ଆସେ ନି କେହି।
ଖୋଜ କାରଣ
ଆଉ ଅନୁଭବ କର ଜୀବନ।
ଏ ଜୀବନରେ
ସବୁ ପୂର୍ଣ୍ଣ ।
Bu şiiri puanla
Henüz puan verilmemiş