ଅନନ୍ୟ କଳା An Unique Art
G
0
Altın Yaprak
ବଂଚିବାରେ ଅଛି ଗୋଟେ
ଅଲଗା ବାସ୍ନା, ଅଲଗା ସ୍ୱାଦ।
କିଏ କେମିତି ବଂଚେ
ସେ ଆଉ ଗୋଟେ ଅନନ୍ୟ କଳା।
ସେ କଳାର ସୌନ୍ଦର୍ଯ୍ୟକୁ ନିରେଖିବା
ଅର୍ଥ ବୁଡିବା ଅମୃତରେ।
In English;
Unique smell, unique taste,
Life in living.
Another unique art
Who lives how.
To view that art
Is to dip into nectar.
Bu şiiri puanla
Henüz puan verilmemiş