ମାଟିଠୁ ମାଟିକୁ From Earth To The Earth
G
0
Altın Yaprak
କୋଉଠୁ ଆସିଥିଲ
କେମିତି କେଉଁଆଡେ ଗଲ
ପଚାରନ୍ତି ନାହିଁ କେହି।
କିନ୍ତୁ ଥିଲାବେଳେ କଲ କଣ,
କଲ କାହା ପାଇଁ
ଜାଣନ୍ତି ଆଉ ସୁମରନ୍ତି ଗୁଣ
ସବୁଠି ସମସ୍ତେ।
ହୃଦୟ କେଡେ
ମାପି ହୁଏ
ଥିଲେ ଯାଇ ପାଖରେ
ତେଡେ ହୃଦୟ।
ମାଟିଠୁ ମାଟିକୁ
ଅଲଗେଇ ହୁଏ ନି କେବେ
ନିଜ ବାଟେ ନିଜେ ଗଲାବେଳେ।
Bu şiiri puanla
Henüz puan verilmemiş