ଆଇଶାନୀ କେମିତି ଅଛି How Is Aaeshanee?

G Gajanan Mishra Gajanan Mishra
0 Altın Yaprak
ଆଇଶାନୀ କେମିତି ଅଛି? ଯେମିତି ଥାଉ କଣ ଯାଏ ଆସେ ତୁମର? ଆଇଶାନୀ କଣ ପଢିଲା ନ ପଢିଲା କାହାର କଣ ଗଲା? ପୁଅ ହେଉ କି ଝିଅ ଚେତା ପଶିଲେ ମଣିଷ ହେଲା। ଆଉ ସେ ଚେତା ପଶେଇବା ବିଦ୍ୟା ଏବେ କାହାକୁ ଜଣା କି? ପଢା ଅବଶ୍ୟ ଦରକାର। ପଢାଉଛି ଯିଏ ସିଏ ହିଁ ପ୍ରଥମେ ସତ୍ୟ ଜାଣିବା କଥା। ଆଉ ସତ୍ୟ ନୁହେଁ ଟଙ୍କା। ଆଇଶାନୀକୁ ଅବଶ୍ୟ ଦରକାର ଟଙ୍କା ଚକଲେଟ କିଣିବା ପାଇଁ ଯାଉପଛେ କୁହିଁ ଦାନ୍ତ। କହିବ ଆଇଶାନୀ ନିଜେ ଏବେ ସେ କୋଉଠି। କହିବା ଭିତରେ ଜାଣି ପାରିବ ଭିତରେ କଣ ଚକ ଚକ ଆଉ କେତେ ଅନ୍ଧାର। English rendering; How is Aaeshanee? What is to you? What is loss to you If Aaeshanee read or not? Boys or girls If consciousness is there That's enough for a man. And at present who knows How to make conscious a man? reading and writing, of course Necessary. One who teaches Must know the truth. And truth is not money. Aaeshanee wants money To buy chocolate, Suffers toothache, though. Let Aaeshanee tells Where she is now. And in her words You can know what is clean And how dark inside.

Bu şiire çeviri ekle ·

Bu şiiri puanla

Henüz puan verilmemiş

Yıldıza dokunarak 1–10 arası puan ver

Yorumlar

Yorum yapmak için giriş yapmalısın.

Giriş yap

Bu şiire henüz yorum yapılmamış. İlk sen ol.

Sana daha iyi bir okuma deneyimi sunabilmek için sitemizde çerez kullanıyoruz. Kişisel verilerin KVKK ve GDPR kapsamında işlenir; hangi çerezlere izin verdiğini dilediğin zaman değiştirebilirsin.