କେନ ପାରବା ଘିନି Who Would Buy

G Gajanan Mishra Gajanan Mishra
0 Altın Yaprak
ଗୋଟିଏ କୋସଲି ଶିଶୁ କବିତା; ନଡିଆଗଛେ ଝୁଲରେ ନଡିଆ ଗଛେ ଝୁଲ। ତାଲଗଛେ ଫୁଲରେ ତାଲଗଛେ ଫୁଲ। ଆଇସାନି ଇତାର ମୁଲରେ ଇ ବାବୁର ମୁଲ। ମୁଲ ମୁଲ ହସୁଛେରେ ହସୁଛେ ଝୁଲମୁଲ। କଦଲିଗଛ ନାଇଁରେ କିଆଗଛ ନାଇଁ, ଜେତେ ଡାକଲେ ଭି ଆସୁଛେ ନେଇଁ ଆଭିଆନର ନାନି! ଆଭିଆନର ନାନିରେ ଆଭିଆନର ନାନି ଭୁଜାମୁଠେ ଉଖଡାମୁଠେ ଦେ ରେ ମୁଠେ ନନି! ନନି ପାସେ ଅଛେରେ ପବନ ଆରୁ ପାନି। ନନି ଦେଖୁଛେ ଦୁରୁ ଆଭିଆନକେ ଟେକି ନେବା ବଜବାରକାଜେ ଗିନି। ତାକ୍ ଧିନାଧିନିରେ ତାକ୍ ଧିନାଧିନି ଇ ବାବୁ ଆରୁ ଇ ନନିକେ କେନ ପାରବା ଘିନିରେ କେନ ପାରବା ଘିନି! ତପୋବନ, ଟିଟିଲାଗଡ, ବଲାଙ୍ଗିର 19/10/2019

Bu şiire çeviri ekle ·

Bu şiiri puanla

Henüz puan verilmemiş

Yıldıza dokunarak 1–10 arası puan ver

Yorumlar

Yorum yapmak için giriş yapmalısın.

Giriş yap

Bu şiire henüz yorum yapılmamış. İlk sen ol.

Sana daha iyi bir okuma deneyimi sunabilmek için sitemizde çerez kullanıyoruz. Kişisel verilerin KVKK ve GDPR kapsamında işlenir; hangi çerezlere izin verdiğini dilediğin zaman değiştirebilirsin.