ମୁଁ ପଚାରୁଛି ମତେ I Am Asking Me
G
0
Altın Yaprak
କାହାଠୁ କିଏ ବଡ?
ଗଜାନନ ମିଶ୍ର
ମୁଁ ପଚାରୁଛି ମତେ
ଯେମିତି ଆକାଶ ଭିତରେ ଥାଇ
ପଚାରେ ମେଘ।
ପବନ
କରୁଥାଏ ଯିବା ଆସିବା
ଭିତରେ ଭିତରେ।
ପକ୍ଷୀର ଖେଳ
ଚାଲିଥାଏ ଅହରହ।
ଦ୍ରୋହ ବିଦ୍ରୋହ
ଫେଣ୍ଟାଫେଣ୍ଟି।
ଜୀବନ କଥା କହି
ରଙ୍ଗ ମାଖୁଥାଏ ବସନ୍ତ।
ଈର୍ଷା ଆଉ ଅସୂୟାରେ
ଜଳୁଥାଏ ପାହାଡ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
17/11/2019
Bu şiiri puanla
Henüz puan verilmemiş