ମୋର୍ ମୁଇଁ ରହିମି ମୋରଲକେ I Will Stay Myself With Me
G
0
Altın Yaprak
ମାର୍ ଦମ୍, ଉଠା କଦମ୍।
ରଡି ଚିହ୍ଲେଇ କହି ଦେ ଇହାଁ ହମ୍।
ଭାଗ୍ ଯା, ଚୋର୍ କାହାଁକା,
କେତ୍ ନି କେତେ ନେଲୁ ନ ସମିଆଁ,
ମୁଇଁ ଇନେ ଅଛେ ତୋର୍ ଗୁସିଆଁ।
ପାରିବୁ ନାଇଁ ଲୁଟି,
ପାରିବୁ ନାଇଁ ମା ପଣତ କାଟି।
ମାଟି ମୋର୍ ଭାଷା ମୋର୍,
ରାଇଜ ମୋର୍।ତୁଇ ଚୋର୍।
ଯେନୁ ଆସିଥିଲୁ ସେନିକୁ ଭାଗ୍।
ମୋର୍ ମୁଇଁ ରହିମି ମୋରଲକେ,
ଯେମିତି ହେଲେ।
ମୁଇଁ ମକେ କହେମି,
ଉଠାମି କଦମ୍, ଖେପିଯିମି ଜଗତ୍।
Bu şiiri puanla
Henüz puan verilmemiş