ମୋ ଦୁଃଖ ଯାଉ Let My Sorrow Go
G
0
Altın Yaprak
ଭାତ ମୁଠେ ଦିଅ, ଭାତ
ପାଣି ବୁନ୍ଦାଏ ଦିଅ, ପାଣି
ବାକି କଥାରେ ମିଳିବ କଣ!
ଯାହା ନେଉଛ ନିଅ, ଆପଣ
ମୋ ଦୁଃଖ ଯାଉ, ରହୁ ଥିର ପ୍ରାଣ।
ମୁଁ ଛାର ବୋଲି କହୁ ନି
ମତେ ସବୁ ଜଣା ବୋଲି ବି କହୁ ନି
ମୁଁ ଥିଲେ କିନ୍ତୁ ତୁମର ମହତ୍ୱ ଅଛି ଗୋସେଇଁ।
Bu şiiri puanla
Henüz puan verilmemiş