ପ୍ରେମ, ଘୃଣା Love Hate
G
0
Altın Yaprak
1.
ଘୃଣା,
ନୁହେଁ ଛୋଟ ଛୁଆର ଖେଳଣା।
ଘୃଣା,
ଏକ ବୋମା,
ତୁମ ନିଜକୁ କରିବ ପ୍ରଥମେ ଧ୍ୱଂସ,
ପଡିବ ନି ଜଣା।
2.
ପ୍ରେମ,
ଏକ ନିଷ୍ଠା,
ଏକ ତପସ୍ୟା ।
ଧରି ଯାହାକୁ ଜିଣି ହେବ
ଆକାଶ ଆଉ ଆକାଶ।
ପଢି ହେବ ଜୀବନର
ପ୍ରତ୍ୟେକ ପୃଷ୍ଠା।
ପ୍ରେମଠୁ
ଜୀବନ ନୁହଁ ଅଲଗା।
Bu şiiri puanla
Henüz puan verilmemiş