ଶବ ପ୍ରେମିକlover Of Corpse
G
0
Altın Yaprak
ଶବ ପ୍ରେମିକ
ଆଜି ଏଠିଶାସକ
ମଦ ମାଂସ ଭୋକ
କଂଚା ରକ୍ତ ଶୋଷକ।
ଲାଳସାରେ ଶୋଷ,
ମରନ୍ତୁ ନି କେହି
ଜିଅନ୍ତୁ ନି କେହି
ଖେଳଉଥାଅ ବର୍ଷମାସ।
ଚାକର ଏଠି ମାଲିକ
ବିଷକୁ କହ ନି କ୍ଷତିକାରକ।
ତୁମେ ଆମ ଲୋକ
ସମ୍ପର୍କ ମୈଥୁନ-କାକ।
Bu şiiri puanla
Henüz puan verilmemiş