ନାହିଁ ଦରିଦ୍ରତା No Poverty
G
0
Altın Yaprak
ଯାହା ପାଖରେ
ନାହିଁ ଛଳନା,
ଯାହା ପାଖରେ
ଅଛି ଭଲ ପାଇବା,
ସିଏ ହିଁ ଅଧିକାରୀ
ସୁଖର, ଆନନ୍ଦର,
ସକଳ ପୁଣ୍ୟର,
କପାଳରେ ଲେଖା
ନାହିଁ ଦରିଦ୍ରତା।
ସବୁ ଶତ୍ରୁ ନିପାତ
ଆଉ ମିତ୍ରଙ୍କ ଗହଣରେ
ଦିନ ଯିବ ସଦା।
Bu şiiri puanla
Henüz puan verilmemiş