ପାହାଡର ସେପଟେ On The Other Side Of The Hill

G Gajanan Mishra Gajanan Mishra
0 Altın Yaprak
ଚାଲିଛି ଖୋଜା ଗଜାନନ ମିଶ୍ର ଖୋଜୁଛି, ଖୋଜୁଛି ତତେ ଆଉ ତୁ ଏଇ ପାହାଡ ତଳେ, ବାଃ ରେ! ପାହାଡର ସେପଟେ ଜାଣେ ବାଙ୍କେଲ ଡେମ୍। କେତେ ପାଣି କିଏ ଜାଣେ? ଠା ଠାରେ ସାପ ମଗର। ଆଉ ଏ ପାହାଡ ଉପରେ! ନା ପଚାରିବାକୁ କେହି ନା କହିବାକୁ କେହି। ବେଳବୁଡା ସମୟରେ ଅବଶ୍ୟ ଦେଖାମିଳେ କୁଲିହା ବାରହା। ସେ ସଭିଙ୍କୁ ନେଇ କିଛି କରିହେବ ନାଇଁ ଆଉ ସେ ଭରସା। ବଢି ବଢି ଯାଉଛି ଅବଶ୍ୟ ତାତି ବେଳୁବେଳ। ଦେଖୁଛି ଅସହାୟ ନିଆଁଲଗା ପାହାଡ। ଏ ବେଳେ ଚାଲିଛି ଖୋଜା ପଡୁ ନି ଜଣା କିଏ ଛୋଟା କିଏ କଣା ଆଉ କିଏ ବଣା! ! In English; Wah Here you are On this side of the hill Though, searching is Going on. On the other side Bankel dam is there And no one knows How much water therein. In some places find Snakes, crocodiles. And what is there On the hill? No one is there to ask Or to tell anything. Of course in the evening Kuliha and Barha can be seen At times. No confidence that Anything may be done With their help. Hot temperature is rising Helpless hill is watching. And at this time Searching is going on It is not known Who is lamb Who is blind And who wander! ! ତପୋବନ, ଟିଟିଲାଗଡ, ବଲାଙ୍ଗୀର 28/02/2021

Bu şiire çeviri ekle ·

Bu şiiri puanla

Henüz puan verilmemiş

Yıldıza dokunarak 1–10 arası puan ver

Yorumlar

Yorum yapmak için giriş yapmalısın.

Giriş yap

Bu şiire henüz yorum yapılmamış. İlk sen ol.

Sana daha iyi bir okuma deneyimi sunabilmek için sitemizde çerez kullanıyoruz. Kişisel verilerin KVKK ve GDPR kapsamında işlenir; hangi çerezlere izin verdiğini dilediğin zaman değiştirebilirsin.