ଖାଲି ଅନ୍ଧାର Only Dark
G
0
Altın Yaprak
1
ଆଖରାପ ନଜର
ତୋର ଥିଲା ନା
ଥିଲା ଅପରପକ୍ଷର!
ଏତିକିମାତ୍ର
ଜାଣିବାକୁ ଆମେ
ଏଠି ହାଜର।
ହେଲେ ଏଠି ତ
ଖାଲି ଅନ୍ଧାର।
2
ଆସ୍ତେ ଆସ୍ତେ ଅକାମୀ ହୋଇ ବସୁଛି
ସବୁ ଶିରାପ୍ରଶିରା ନାଡିଗ୍ରନ୍ଥି।
ଆସ୍ତେ ଆସ୍ତେ ବୁଜି ହୋଇଯାଉଛି
ପୃଥିବୀର ପାଖୁଡାସବୁ।
ମୁଁ ରହିଯାଉଛି ମୋଠି।
କିଏ କୋଉଠି?
ହେଉ ନି ବୁଝି
ଆଉ କଣ ସବୁ ଅଛି!
Bu şiiri puanla
Henüz puan verilmemiş