ସାର୍ବଭୌମତ୍ୱSovereignty
G
0
Altın Yaprak
ଜୀବନ ଅଛି,
ଅଧିକାର ଅଛି,
ଆଇନ ଅଛି,
ସାର୍ବଭୌମତ୍ୱ ଅଛି,
ଆଉ ରହିଲା କଣ?
ଯିଏ ବାଟ ଛେକିଲା
ତାକୁ ଇ ବାଟରୁ
ହଟେଇ ଦେଲେ,
ଜାତିର ମାନ ରହିବ।
ଆଗକୁ ଆଗକୁ
ଯିବାକୁ ହେବ
ଯେମିତି ହେଲେ
ବିଶ୍ୱ ଦାଣ୍ଡରେ ।
Bu şiiri puanla
Henüz puan verilmemiş