ଇଟା ମୋର ଭୂଇଁ This Is My Land
G
0
Altın Yaprak
ମୋର ବୁଆ ଅଲଗ ଆଏ,
ଭାଇ ଭାଗ ନେଇଁ, ମୋର
ବୁଆର ସବୁ ସବୁ ଚାହୁଁଛେଁ ମୁଇଁ।
କେଭେ ନେଇଁ ଥେଇ ମୋର ସଁଗେ
ଏଭେ ଜେଇଛ ଲଟକି କେଁକାଜେ କେଜାନେ,
ମୁଇଁ ମୋର ଉଠଲାବେଲକେ
ଛେକି ରହୁଛ ବାଟେ କେଁକାଜେ ଇଠାନେ।
ମୋର ମା ଅଲଗ ଆଏ
ମୁଇଁ ମୋର ଅଛେଁ, ନେଇଁ ନ ଭାଏ ବହନି,
ମୁଇଁ ମାଲିକ ଇନର, ଇଟା ମୋର ଭୂଇଁ।
English rendering;
My father is different,
I need no brother-share,
I want all and all
Belong to my father.
I know not why
You are coming to me,
Never though, you were.
I know not why you are
Giving obstacles while
I am rising.
Different also my mother,
I am with myself,
I have no brothers
No sisters,
I am the master here,
This is my land.
Bu şiiri puanla
Henüz puan verilmemiş