ମୋ ଆକାଶସାରା Though Out My Sky
G
0
Altın Yaprak
ଏତେ ବିଷ?
ମୁଁ ତ ନୁହେଁ ନୀଳକଣ୍ଠ!
ମୋ ଆକାଶସାରା
ଚହଲିଯାଇଛି ଏ ବିଷ।
ମୋ ମାଟି ମୋ ପାଦରୁ
ଗଲାଣି ଦୂରକୁ।
ଯିବା ଆସିବା ପଥ ବି
ହେଲାଣି ବନ୍ଦ ମୋ ପାଇଁ।
Bu şiiri puanla
Henüz puan verilmemiş