ଏକତ୍ର ଏଠାରେ Together Here
G
0
Altın Yaprak
ଏକତ୍ର ଆମେ,
ଏକତ୍ର ।
ଏକତ୍ର ନିଜ ନିଜ
ବାଟରେ।
ତୁମ ପାଇଁ ମୁଁ,
ମୋ ପାଇଁ ତୁମେ।
ଏକତ୍ର, ଏକତ୍ର ଆମେ,
କେହି କାହାଠୁ ଭିନ୍ନ ନୁହେଁ।
ଶବ୍ଦରେ ଭାବରେ
ସତ୍ୟରେ ସଂଘର୍ଷରେ
ଯେ ଝା ବାଟରେ ଯିଏ
ବିଶ୍ୱାସରେ ପ୍ରେମରେ
ଏକତ୍ର ଆମେ, ଆମେ
ଏକତ୍ର ଏଠାରେ।
Bu şiiri puanla
Henüz puan verilmemiş