ଏଇ ରାତିରେ At This Night
G
0
Altın Yaprak
ଯାହା ହେବ, ହେବ ଏଇଠି,
ଏଇ ରାତିରେ।
ରାତି ହିଁ ହିସାବନିକାଶ କରିଦେବ
ସବୁ ପକ୍କା।
ଆରେ ହେ,
ଏଇଠି ଇ ସବୁ ରହସ୍ୟପେଡି,
ସବୁ ଜିତାନି ଜୀବନର ଗୁଡି।
ଆଉ ଯାହା।
Bu şiiri puanla
Henüz puan verilmemiş