କିନ୍ତୁ ହେଲା ଯାହାbut What Has Happened
G
0
Altın Yaprak
କହି ନ ଥାନ୍ତା ଯୋଉଟା
ଦେଲା କହି।
କହିଲା କଣ ବୁଝିବାକୁ ନ ଯାଇ
ସମସ୍ତେ ବାଇ।
ଝଡିଗଲା ବି ପତ୍ର ଅବଶ୍ୟ
ଦୋଷ ଲଦି ଦିଆଗଲା ଋତୁ ଉପରେ।
ଆଉ ଋତୁ ଚାଲିଲା ନିଜ ବାଟରେ
ନ କହି କାହାକୁ ପଦୁଟିଏ।
କାବା ହେଲେ କେହି
ନୁହେଁ ସେ କଥା।
କିନ୍ତୁ ହେଲା ଯାହା
ଭାଗିଦାର ରହିଲେ ସେଥିରେ
ଅସଲ ସେଇଟା।
Bu şiiri puanla
Henüz puan verilmemiş