କିଆଁ ଚିରି Why Torn
G
0
Altın Yaprak
ଦେଖେଁ,
ପାରେ ନା ଦେଖି
କିଏ ତମେ।
ଜାଣେ,
ପାରେ ନା ବୁଝି
ଯାଉଛ କୁଆଡେ ତେଣେ।
ଏକତ୍ର ଆମେ,
କହେଁ,
ପାରେ ନା ଜାଣି,
ସତ୍ୟର ଠାଣି
ଯାଇଛି କେଣେ।
କିଆଁ ଚିରି ହୁଏଁ!
Bu şiiri puanla
Henüz puan verilmemiş