ମୋର ସୁଆଦ ତମେ You Are My Taste
G
0
Altın Yaprak
ଅଛେଁ କେନ?
ଅଛେ ଦରପନ୍।
ମୋର୍ ଦରପନ୍ ତମେ,
ଅଛେଁ ମୁଇଁ ଅଛ ତମେ ଜେନେ।
ନେଇଁ ଭୁଲବାର ମୁଇଁ କିଛୁ,
ଜଦର ଭି ପାସରି ସବୁ,
ପହଁଚି, ଅଛେଁ ତମରଠାନେ।
ମୋର ସୁଆଦ ତମେ
ତମର ସୁଆଦ ମୁଇଁ।
କିଏ କାହାର୍ ମୁଲ୍
କହେବାରଟା ସତେ କାଡା।
ଗଢବାର ହଉ କି ସଢବାର
ଚକଚକୋଉଥିବା ଦରପନେ
ଅଛେ ତୁଛେ ମରବାରଟା।
Bu şiiri puanla
Henüz puan verilmemiş