ତୁମେ ମୃତ୍ୟୁ You Death
G
0
Altın Yaprak
ଜାଣେ ତଦନ୍ତରୁ
ତୁମେ ଇ ଅଛ ମୋ ସହିତ ମୂଳରୁ,
ତୁମେ ମୃତ୍ୟୁ!
ଅଛେ ଆମେ ସାଙ୍ଗ
ଜନ୍ମରୁ।
କି ଡର ତୁମକୁ?
ଖାଲି ସାବଧାନ ଅଛି ମୁଁ
ଶବ୍ଦରେ କର୍ମରେ, ତଥାପି
ଯାଉଛି ପଡି କେବେ କେବେ ଖାଲରେ।
ରାତି ସରିଲେ ଯାଉଛି ଭୁଲି ସବୁ
ଅଛି ତଥାପି ତୁମ ସହିତ ମୁଁ
ଆକାଶ ଆକାଶ ମୂଳୁ।
Bu şiiri puanla
Henüz puan verilmemiş