ଅଧା ଅଧା ସବୁ କିଛି ଆମ - 01 (Incompleteness- 01/Odia Poem)
S
0
Altın Yaprak
ଅଧା ରାତି
ଅଧା ତାତି
ଅଧା ଅଧା ଗୀତି କଥା ଆମ
ଅଧା ପ୍ରୀତି
ଅଧା ଲିପି
ଅଧା ଅଧା ଛାତି ର ସପନ ।।
Bu şiiri puanla
Henüz puan verilmemiş