ଜୀବନ(Apoem In Odia Language)
B
0
Altın Yaprak
ଅସମ୍ପୂର୍ଣ
ଯେତେ ସବୁ ସ୍ଵପ୍ନ
ଜୀବନ ସତେ
ଅଧା ଗଢାମୂର୍ତି
ଅସମାପ୍ତ କବିତା
ଅଧା ଅଙ୍କାଛବି
ଅନେକଅବଶୋଷ
ତଥାପି ଜୀଇଁଛି ଶୋଷ
ଭୁଲୋକରୁ ସ୍ଵର୍ଗଲୋକ
Bu şiiri puanla
Henüz puan verilmemiş