ସଖୀ-02 (Sakhi_02)/Odia Poem
S
0
Altın Yaprak
କାଲି ପରି ଆଜି
ସକାଳେ ସୂରୁଯ
ଅବିର ବୋଳୁଚି
ଆକାଶର ସୀମନ୍ତ ରେ।
ହେଲେ ତମେ ନାହଁ
ଆଜି ମୋର ପାଖେ,
ମୋ ନାମେ ସିନ୍ଦୁର
ପିନ୍ଧିବାକୁ ସରାଗରେ।।
Bu şiiri puanla
Henüz puan verilmemiş