ସଖୀ-03 (Sakhi_03) /Odia Poem
S
0
Altın Yaprak
ଅୟୁତ ଯୁଗର
ସାଇତା ସପନ,
ଅନ୍ତର ବେଦନା
ଗୀତ ରେ ପାରେନା କହି ।
ଅନେକ ରାତି ର
ଅବୁଝା ସପନ
ସପନ ପାଲଟେ,
ସକାଳ ପାରେନା ଛୁଇଁ ।।
Bu şiiri puanla
Henüz puan verilmemiş