ବିରହ ର ବର୍ଣମାଳା: 05- ପ୍ରଣୟ ର ଅଙ୍ଗୀକାର
S
0
Altın Yaprak
ଜୁଆରିଆ ବେଳାଭୂଇଁ
ମନ-ମନ,
ଦେହ-ଦେହ
ଏକାକାର କରିବାର
ଉତ୍ତାପ ଯୋଗାଏ ।
ଏକୁଟିଆ ମଶାଣି ର
ଜୂଇ ନିଆଁ,
ଦରପୋଡା-
କାଠ ଓ ଅଙ୍ଗାର
ପ୍ରଣୟ ର ଅଙ୍ଗୀକାର ଦିଏ ।।
Bu şiiri puanla
Henüz puan verilmemiş