ସଖୀ-04 (Sakhi_04)/ Odia Poem
S
0
Altın Yaprak
ଗୀତ ମୋ ଅନ୍ତର
ବ୍ୟଥା ର କାହାଣୀ,
ଶୀତ ସକାଳ ର
ନରମ ଚାହାଣୀ ଖରା,
ଉଦାସ ମନ ର
ଉଦାସ ଅକ୍ଷରେ
ଲେଖୁଥାଏ ନିତି
ଲୁହ ର କବିତା ପରା ।।
Bu şiiri puanla
Henüz puan verilmemiş