ସଖୀ-07 (Sakhi_07)/Odia Poem
S
0
Altın Yaprak
ତୁମେ ନ ଥିବା ର
ଝଲକଟିଏ ବି
କେବେ ସଖୀ ଦେଖି ନାହିଁ,
ମୋ ସାରା ଜଗତ
ଭରା, ପ୍ରୀତି ଗୀତେ-
ମିଳନ ର ସାହାନାଇ ।।
Bu şiiri puanla
Henüz puan verilmemiş