ସଖୀ-09 (Sakhi_09 /Odia Poem
S
0
Altın Yaprak
ଏ ନୀଳ ଜହ୍ନ ର
ରଜତ ମାୟା ରେ
ମତୁଆଲା କଇଁ ଆଖି,
ଅଧା ରାତି, ଅଧା-
ପ୍ରଣୟ ର ବେଦୀ
ମୋ ପ୍ରେମ ର ସାକ୍ଷୀ ।।
Bu şiiri puanla
Henüz puan verilmemiş