ସଖୀ-11 (Sakhi_11 /Odia Poem
S
0
Altın Yaprak
ସଖୀ ଆଖି, ଓଠ,
ନିଟୋଳ ଦେହ ର
ଅଲେଖା କାଗଜ ଛାତି,
ଅଧା ଛୁଆଁ, ବାସୀ-
ପ୍ରେମ କବିତା ରେ
ଭରା ଲହୁ-ଲୁହ ଗୀତି ।।
Bu şiiri puanla
Henüz puan verilmemiş