ସଖୀ-12 (Sakhi_12)/Odia Poem
S
0
Altın Yaprak
ରାତି ର ଅନ୍ଧାରେ
ଲୁଚା ଚୋରା ଛୁଆଁ
ଚୋରା ଚାହାଣୀ ର ନିଆଁ,
ସଖୀ ମୋର ମନ-
କଥା ବୁଝି ଦିଏ
ଓଠ ଧାରେ ମିଠା ଛୁଆଁ ।।
Bu şiiri puanla
Henüz puan verilmemiş