ସଖୀ-15 (Sakhi_15)/Odia Poem
S
0
Altın Yaprak
ଜନମ ଜନମ
ମୋ ଆତ୍ମା ର ସାଥୀ
ସଖୀ ମୋର ଚିର କାଳ,
ପଲକ ରେ ଦିଶ
ପଲକେ ନ ଦିଶ
ଖେଳ ଲୁଚୁକାଳି ଖେଳ ।।
Bu şiiri puanla
Henüz puan verilmemiş