ସଖୀ-14 (Sakhi_14)/Odia Poem
S
0
Altın Yaprak
ଭଲ ପାଇବା ର
ଝଲକ ଦେଖିଲି
ସଖୀ ଆଖି କୋଣେ କୋଣେ,
ଆଜି ମୁଁ ଜାଣିଲି
ନୁହେଁ ମୁଁ ଗୋ ଏକା
ଚଲା ପଥେ ଅଛ ତୁମେ ।।
Bu şiiri puanla
Henüz puan verilmemiş