ତିକ୍ତ ଅନୁଭୂତି-୫ (Bitter Experience-5)
D
0
Altın Yaprak
ଆମ ଗାଁ ପୋଖରୀ
କୁ ଗାଧେଇବାକୁ
ଯାଉଥିବା ବେଳେ
ଶିଉଳି ଲାଗା ପଥରରେ
ମୋ ଗୋଡ ଖସିଗଲା
ଗୋଡତା ଏମିତି ମୋଡି ହେଇଗଲାଯେ
ମୁ ୮ ଦିନ ଭଲକି ଚାଲି ପାରିଲିନି!
ସେଇ ଦିନଠୁ, ମୁଁ
ଶିଉଳିଲଗା ପାହାଚରେ
ଚାଲିଲା ବେଳେ
ଗୋଡ ଚିପି ଚିପି ଚାଲେ...
Copyright@ Dillip K Swain
Bu şiiri puanla
Henüz puan verilmemiş