ଗୁଡ଼ି ଉଡାଣ (Kite Flying)
D
0
Altın Yaprak
ପିଲାଦିନେ
କେତେ କୌତୂହଳେ
ଉଡାଉ ଥିଲି
ମୁଁ ଗୁଡ଼ି
ମନେ ପଡେ
ସେଇ ପିଲା ଦିନ!
ଗୁଡ଼ି ଉଡାଣ
ମୋର ଆଜି
ଭାରି ମନେ ପଡେ!
Copyright @ Dillip K Swain
Bu şiiri puanla
Henüz puan verilmemiş