ସବୁ ସମୟ All Time
G
0
Altın Yaprak
'ଯେ ଇଚ୍ଛା ସେ କବି ହେଲା,
ପୃଥ୍ଵୀ ଗଲା ଛାଇ।
ଅନ୍ନ ବିନା ଦୁଃଖୀ ହୋଇ,
ପ୍ରାଣୀ ମରୁଥାଇ।'
ଅଛି କଣ
ଆଚାର ବିଚାର?
ସତଲୋକର
ଦୁଃଖ ହିଁ ଚିରସାଥୀ।
ପ୍ରେମ ସତ୍ୟର
ମୂଲ୍ୟ ଦେଉଛି କିଏ?
ଖଚ ଆଉ ଚୁଗୁଲିରେ
ଯାଉଛି ସବୁ ସମୟ।
Bu şiiri puanla
Henüz puan verilmemiş