ଆଉ କବିତା କହିଦିଏ କଣ And What Poetry Tells
G
0
Altın Yaprak
ଅକବିତା ଭିତରେ କବିତା,
କବିତା ଭିତରେ ଅକବିତା।
ସତ୍ କବି ଜାଣେ କୋଉଠି ସିଏ।
କବି ଆଉ ଅକବି ଭିତରେ
ଫରକ କରି ଦିଏ କବିତା।
ଆଉ କବିତା କହିଦିଏ କଣ
ଜୀବନ ଆଉ ବତାଇ ଦିଏ
ଜୀବନକୁ ଜିଇଁବାର ତରିକା।
English rendering;
Poetry within un-poetry,
Un-poetry within poetry.
A true poet knows where he is.
Poetry distinguishes
A true poet and untrue poet.
And what poetry tells
Life and teaches
The art of living.
Bu şiiri puanla
Henüz puan verilmemiş