ଅଧା ଅଧା ସବୁ କିଛି ଆମ - 05 (Incompleteness - 05/Odia Poem)
S
0
Altın Yaprak
ଏବେ ଏଇ ଆଖି ଧାରେ
ବିରହ କଜଳ ଗାର
ଲିଭି ଲିଭି ଆସେ ।
ମଶାଣି ରେ ମଧୁଶାଳା
ତୁମେ ମୟ ତୁଳସୀ ଚନ୍ଦନେ
ମହ ମହ ବାସେ ।।
Bu şiiri puanla
Henüz puan verilmemiş