ପାରି ନି କହି ଧନ୍ୟବାଦ। Could Not Say Thanks
G
0
Altın Yaprak
1.
ଯାହାକୁ ଯାହା ଦେବା କଥା
ପାରୁ ନି ଦେଇ।
ଯାହାଠୁ ଯାହା ପାଇଛି
ପାରି ନି କହି ଧନ୍ୟବାଦ।
ରହିଛି ଯୋଉଠି
ପସନ୍ଦ ହେଉ ନି କିଛି।
ଯାଉଛି ଯୁଆଡେ
ପାରୁ ନି ବାଣ୍ଟି ଆନନ୍ଦ।
ଚାରିଆଡେ କିଏ ସବୁ
ପାରୁ ନି ଜାଣି
ଆଉ ଦେଖାଉଛି ତୁଚ୍ଛା ଠାଣି।
Bu şiiri puanla
Henüz puan verilmemiş